ଶାରଳା ବିଶ୍ୱଭାଷା ସମ୍ମିଳନୀ ଉଦ୍‌ଯାପିତ: ପିଲାଏ ଲେଖିବେ ବୋଉ’କୁ ଚିଠି

ଚନ୍ଦ୍ର‌ଶେଖରପୁର: ଘରୋଇ ଇଂରାଜୀ ମାଧ୍ୟମ ବିଧ୍ୟାଳୟରେ ଅନୁ‌ଷ୍ଠିତ ହେବ ଏକ ନିଆରା ପ୍ରତିଯୋଗିତା। ଛାତ୍ରଛାତ୍ରୀମାନେ ଓଡ଼ିଆରେ ନିଜ ବୋଉଙ୍କ ନିକଟକୁ ଲେଖିବେ ଚିଠି। ଏହା ଫଳରେ ଇଂରାଜୀ ପାଠ ପଢ଼ୁଥିବା ପିଲାମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଜ୍ଞାନ ବୃଦ୍ଧି ପାଇବ। ପ୍ର‌ଥମେ ଓଡିଏମ୍ ସ୍କୁଲରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ। ଏପରି କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ ଏମ୍‌ବିସି ଟିଭି ଓ ମଣିହାରା ଭିଜନ ପ୍ରାଇଭେଟ୍ ଲିମିଟେଡ୍‌ ଆୟୋଜନ କରିବେ। ଏମ୍‌ବିସି … Continue reading ଶାରଳା ବିଶ୍ୱଭାଷା ସମ୍ମିଳନୀ ଉଦ୍‌ଯାପିତ: ପିଲାଏ ଲେଖିବେ ବୋଉ’କୁ ଚିଠି